ପଦଚ୍ଛାୟା Padachchhāyā
- ସଂ. ବି. ( 6 ଷ୍ଠୀ ତତ୍; ପଦ—ଛାୟା; ସନ୍ଧି ଯୋଗୁଁ ଛା ସ୍ଥାନରେ ଚ୍ଛା) — ଚରଣାଶ୍ରୟ — Patronage
- ସଂ. ବି. ( 6 ଷ୍ଠୀ ତତ୍; ପଦ—ଛାୟା; ସନ୍ଧି ଯୋଗୁଁ ଛା ସ୍ଥାନରେ ଚ୍ଛା) — ପ୍ରଭୁ ବା ମହତ୍ ବ୍ୟକ୍ତିଙ୍କ ପାଦତଳେ ଶରଣ — Taking shelter under the fest of a Deity or great personage