ପଦ ସ୍ଖଳନ Pada skhaḻana

  • ସଂ. ବି—( 6 ଷ୍ଠୀ ତତ୍; ପଦ+ସ୍ଖଳନ) — ଗୋଡ଼ ଖସି ଯିବା — Slipping of the feet
  • ସଂ. ବି—( 6 ଷ୍ଠୀ ତତ୍; ପଦ+ସ୍ଖଳନ) — ପଦଚ୍ୟୁତି — Dismissal
  • ସଂ. ବି—( 6 ଷ୍ଠୀ ତତ୍; ପଦ+ସ୍ଖଳନ) — କଥା କହୁଁ କହୁଁ କୌଣସି ପଦ ଛାଡ଼ିଯିବା — Omitting some words while talking