ପଥୁରିଆ Pathuriā

  • ଦେ. ବି. (ସଂ. ପ୍ରସ୍ତର) — ପଥର କାଟିବା ମିସ୍ତ୍ରୀ — A stone cutter; stone-mason
  • ଦେ. ବି. (ସଂ. ପ୍ରସ୍ତର) — ପଥୁରିଆ ରୋଗ (ଦେଖ) — Pathuriā roga (See)
  • ଦେ. ବିଣ. — ପଥରପରି ଟାଣୁଆ — Hard as stone
  • ଦେ. ବିଣ. — ପ୍ରସ୍ତରମୟ — Stony