ପଥୁକି ବଧୂ Pathuki badhū

  • ଗ୍ରା. ବି. (ସଂ. ପଥିକ ବଧୂ) — ଯେଉଁ ସ୍ତ୍ରୀର ସ୍ୱାମୀ ପ୍ରବାସୀ — Wife of a sojourner
  • ଗ୍ରା. ବି. (ସଂ. ପଥିକ ବଧୂ) — ମଦନ ପ୍ରବଳ ମନରେ ଜାତ ପଥୁକିବଧୂ ବିଳାପଇ ଚିତ୍ତ—ପ୍ରାଚୀ, ରହସ୍ୟମଞ୍ଜରୀ।