ପଥିକା Pathikā

  • ସଂ. ବି. ଓ ବିଣ. ସ୍ତ୍ରୀ (ପଥିକ+ଆ) — ପଥିକର ସ୍ତ୍ରୀଲିଙ୍ଗ — Feminine of Pathika
  • ସଂ. ବି. — ମୁନକ୍କା; ନାଲି ଦ୍ରାକ୍ଷାଫଳ (ହି, ଶ) — Red grapes. (M.W.)