ପଥର ମୁଣ୍ଡି Pathara muṇḍi
- ଦେ. ବି. — ଲୁଣି ମାଛ ବିଶେଷ — A kind of fish found in the sea
- ଦେ. ବି. — [ଦ୍ର— ଏହାର କାତି ଥାଏ। ଏହା 6 ଇଞ୍ଚ ଲମ୍ବ। ଏ ମାଛର ମୁଣ୍ଡ ଭିତରୁ ବାଲିଗରଡ଼ା ପରି ପଥର ବାହାରେ।] — [ଦ୍ର— ଏହାର କାତି ଥାଏ ଏହା6ଇଞ୍ଚ ଲମ୍ବ ଏ ମାଛର ମୁଣ୍ଡ ଭିତରୁ ବାଲିଗରଡ଼ା ପରି ପଥର ବାହାରେ]