ପଥର ଚିପୁଡ଼ିବା Pathara chipuṟḍ̠ibā

  • ଦେ. କ୍ରି.—(ଲକ୍ଷଣାର୍ଥ; ପଥରକୁ ଚୁପୁଡ଼ିବା ଯେଉଁପରି ଅସମ୍ଭବ ସେହିପରି) — ଯେଉଁ କର୍ମରୁ ଫଳ ଲାଭ ନ ହେବ, ଫଳ ଲାଭ ଆଶାରେ ସେପରି କାର୍ଯ୍ୟ କରିବା — To do a thing from which it is impossible to get any result
  • ଦେ. କ୍ରି.—(ଲକ୍ଷଣାର୍ଥ; ପଥରକୁ ଚୁପୁଡ଼ିବା ଯେଉଁପରି ଅସମ୍ଭବ ସେହିପରି) — ଅତି କୃପଣ ଓ ଅଦାତା ଠାରୁ କିଛି ଦାନ ଆଶା କରିବା — To hope for any gift from a miser