ପଥଗାମୀ Pathagāmī

  • ସଂ. ବିଣ. ପୁଂ(ପଥ+ଗମ୍ ଧାତୁ+କର୍ତ୍ତୃ.ଇନ୍; 1 ମା. 1 ବ) — ବାଟରେ ଯାଉଥିବା — Travelling in a road
  • ସଂ. ବି. ପୁଂ — ପଥିକ; ବାଟୋଇ — Traveller; passenger; way- farer