ପଥର Pathara

  • ଦେ. ବି. (ସଂ. ପ୍ରସ୍ତର; ପ୍ରାକୃତ ପଥର) — ପ୍ରସ୍ତର; ପାଷାଣ — Stone
  • ଦେ. ବି. (ସଂ. ପ୍ରସ୍ତର; ପ୍ରାକୃତ ପଥର) — [ଦ୍ର—ପଥର ଅନେକ ପ୍ରକାରର; ଯଥା— 1 .ମୁଗୁନି(chlorite), 2 . ବାଲିଆ ପଥର (କନ୍ଦା ବା କୁଣ୍ଡା) — [ଦ୍ର—ପଥର ଅନେକ ପ୍ରକାରର; ଯଥା—1.ମୁଗୁନି(chlorite),2. ବାଲିଆ ପଥର (କନ୍ଦା ବା କୁଣ୍ଡା)(sandstone),3. ଶଙ୍ଖମର୍ମର(marble),4. ଖଡ଼ିପଥର (ଦୁଧିଆ ଓ ମାଟିଆ ଆଦି)(chalkstone, soapstone),5. ମାକଡ଼ାପଥର(laterite),6. ସ୍ଫଟିକ ବା ସ୍ୱଷ୍ଟିକ(quartz),7. ଅକର୍ମଶୀଳା ପଥର(volcanic stone),8. ଗେଙ୍ଗୁଟି(ghooting),9. ଶ୍ଳେଟପଥର(slate stone),10. ବାଲିଗରଡ଼ା(pebble, gravel),11. ବଉଳମାଳା(Spotted stone) ଏ ପ୍ରତ୍ୟେକଙ୍କର ମଧ୍ୟ ଅନେକ ଶ୍ରେଣୀ ଅଛି
  • ଦେ. ବି. (ସଂ. ପ୍ରସ୍ତର; ପ୍ରାକୃତ ପଥର) — ବାବୁ ଚିନ୍ତାମଣି ଆଚାର୍ଯ୍ୟ ତାଙ୍କର 'ଭୁବନେଶ୍ୱର' ନାମକ ଗ୍ରନ୍ଥରେ ପଥରକୁ ନିମ୍ନଲିଖିତ ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ଯଥା— (1) ଡାଳିମ୍ବା—(କ) ଶୁକ୍ଳ (ଖ) ରଙ୍ଗ, (2) ରାଜରାଣିୟା—(କ) ରଙ୍ଗ (ଖ) ହଳଦିଆ, (3) କନ୍ଦା—(କ) ଖଡ଼ିଆ (/) ଟାଣ (?) ନରମା, (ଖ) ବଗଡ଼ା କନ୍ଦା—(/) ସରୁ (/)ମୋଟ, (4) ମାଙ୍କଡ଼ା (5) ବଉଳମାଳା, (6) କୁଣ୍ଡାପଥର (7) ମୁଗୁନି ପଥର (8) ଖଡ଼ି— ପଥର ଓ (9) ଚକ୍ ।] — ବାବୁ ଚିନ୍ତାମଣି ଆଚାର୍ଯ୍ୟ ତାଙ୍କର 'ଭୁବନେଶ୍ୱର' ନାମକ ଗ୍ରନ୍ଥରେ ପଥରକୁ ନିମ୍ନଲିଖିତ ଶ୍ରେଣୀରେ ବିଭକ୍ତ କରିଅଛନ୍ତି ଯଥା—(1)ଡାଳିମ୍ବା—(କ) ଶୁକ୍ଳ (ଖ) ରଙ୍ଗ,(2)ରାଜରାଣିୟା—(କ) ରଙ୍ଗ (ଖ) ହଳଦିଆ,(3)କନ୍ଦା—(କ) ଖଡ଼ିଆ (/) ଟାଣ (?) ନରମା, (ଖ) ବଗଡ଼ା କନ୍ଦା—(/) ସରୁ (/)ମୋଟ,(4)ମାଙ୍କଡ଼ା(5)ବଉଳମାଳା,(6)କୁଣ୍ଡାପଥର(7)ମୁଗୁନି ପଥର(8)ଖଡ଼ି— ପଥର ଓ(9)ଚକ୍ ]
  • ଦେ. ବି. (ସଂ. ପ୍ରସ୍ତର; ପ୍ରାକୃତ ପଥର) — ପଥର ପରି ଟାଣୁଆ ବସ୍ତୁ — Any hard thing compared to stone
  • ଦେ. ବିଣ. — (ପଥର ପରି) ଦୁଃଖ ସହନଶୀଳ (ହୃଦୟ) — Capable of endurance (heart)
  • ଦେ. ବିଣ. — ଛାତି ପଥର କଲିଣି ସହି ସହି, ଆଗୋ ପ୍ରିୟ ସହି । ସଙ୍ଗୀତ ।
  • ଦେ. ବିଣ. — ଧୈର୍ଯ୍ୟଶୀଳ — Patient
  • ଦେ. ବିଣ. — ନିର୍ଦ୍ଦୟ; ନିଷ୍ଠୁର; ନିଷ୍କରୁଣ — Hard-hearted; cruel; unfeeling
  • ଦେ. ବିଣ. — ଅତ୍ୟନ୍ତ ସାହସୀ; ନିର୍ଭୀକ — Courageous; dauntless