ପତ୍ରୋର୍ଣ୍ଣ Patrorṇṇa

  • ସଂ. ବି. (ପତ୍ର+ଊର୍ଣ୍ଣା+ଅ) — ଧୌତ କୌଷେୟ — Washed silken cloth
  • ସଂ. ବି. (ପତ୍ର+ଊର୍ଣ୍ଣା+ଅ) — ଫଣଫଣା; ଶ୍ୟେନାକ — Bignonia Indica (Plant)