ପତ୍ରି Patri
- ଦେ. ବି — ବନ୍ୟ ଗୁଳ୍ମବିଶେଷ — Flueggea Obovata
- ଦେ. ବି — ପଣ୍ଡା ଜାତୀୟ ବ୍ରାହ୍ମଣବିଶେଷ — A caste of Brāhmaṇas
- ଦେ. ବି — ଦେବତାଙ୍କର ସେବକବିଶେଷ; ପତ୍ରିବଡ଼ୁ — A class of Sebaks or attendants of idols
- ଦେ. ବି — [ଦ୍ର—ଏମାନେ ପୂଜାପଣ୍ଡାଙ୍କୁ ପୂଜାର ଉପକରଣ ଓ ତୁଳସୀ, ବେଲପତ୍ର, ପୁଷ୍ପାଦି ଯୋଗାନ୍ତି ।]
- ପ୍ରାଦେ (ସମ୍ବଲପୁର) ବି. — ଖଲି ପତ୍ର — Leaves sewn together and used as plate for taking meals on