ପତ୍ରି ବଡ଼ୁ Patri baṟḍ̠u

  • ଦେ. ବି — ଭୁବନେଶ୍ୱର ଓ ଜଗନ୍ନାଥଙ୍କର ନିଯୋଗ ବା ସେବକବିଶେଷ — A class of attendants of the idols at Puri and Bhubaneswar
  • ଦେ. ବି — [ଦ୍ର—ଏମାନେ ପୂଜା ସମୟରେ ପୂଜା ପଣ୍ଡାଙ୍କ ନିକଟରେ ଫୁଲ, ତୁଳସୀ ପତ୍ର, ବେଲ ପତ୍ର ନେଇ ଯୋଗାନ୍ତି ।]