ପତ୍ରାବଳି Patrābaḻi

  • ସଂ. ବି — ପତ୍ରବିଶେଷ (ଦେଖ) — Patra biṡesha (See)
  • ସଂ. ବି — ପତ୍ରସମୂହ — A collection of leaves
  • ସଂ. ବି — ଚିଠିମାନଙ୍କ ସମୂହ — A collection of letters
  • ସଂ. ବି — ଗେରୁ (ହି. ଶ.) — Red ochre