ପତ୍ରମୁଦ Patramuda

  • ଦେ. ବି. (ସଂ. ପତ୍ର+ମୁଦ୍ରା) — ମୁଦ୍ରିତ ପତ୍ର; ମୁଦା ଚିଠି — An enveloped or sealed letter
  • ଦେ. ବି. (ସଂ. ପତ୍ର+ମୁଦ୍ରା) — ଏମନ୍ତ ବାଳିକା କୁସୁମମାଳିକା ଟେକୁଁ ପତ୍ରମୁଦେ ପାଇଲା । ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ ।