ପତ୍ରବାହ Patrabāha

  • ସଂ. ବି — ବାଣ — Arrow
  • ସଂ. ବି — ଲିପିବାହୀ; ଯେ ଚିଠି ବୁହାଏ — Messenger; bearer of a letter; letter- carrier
  • ଦେ. ବି — ଡାକହରକରା — Postmān