ପତ୍ର ବିଶେଷ Patra biṡesha

  • ସଂ. ବି — ଚିତା ଘେନିବା; ତିଳକ ଚିତ୍ର; ଦେହରେ ପତ୍ରାଦି ଚିତ୍ରଣ — Painting of foliage on the body
  • ସଂ. ବି — ସ୍ତ୍ରୀମାନଙ୍କ ସ୍ତନ କପୋଳାଦିରେ କସ୍ତୁରୀ ଚନ୍ଦନଦ୍ୱାରା ପତ୍ର ରଚନା — Painting of various designs on the breasts and cheeks of women