ପତ୍ର ବନ୍ଧ Patra bandha

  • ସଂ. ବି. (ବହୁବ୍ରୀହି; ପତ୍ର ପରି ବନ୍ଧ= ରଚନା ଯାହାର) — ପତ୍ରପୁଷ୍ପାଦିର ଚିତ୍ର — Painting or drawing of flowers and leaves
  • ସଂ. ବି. (ବହୁବ୍ରୀହି; ପତ୍ର ପରି ବନ୍ଧ= ରଚନା ଯାହାର) — ଚିତ୍ରକାବ୍ୟବିଶେଷ — Name of a pictorial composition