ପତ୍ର କୋବି Patra kobi

  • ଦେ. ବି. (ବୈଦ୍ୟକ) — ଏକ ପ୍ରକାର ବନ୍ଧା କୋବି — A kind of cabbage
  • ଦେ. ବି. (ବୈଦ୍ୟକ) — [ଦ୍ର—ଏହା ଘିଅରେ ଭାଜି ଖାଇଲେ ରକ୍ତ ପୁଷ୍ଟି ଓ ଆୟୁର୍ବୃଦ୍ଧି ହୁଏ ।]