ପତ୍ନୀବ୍ରତ Patnī brata

  • ସଂ. ବି. (ମ. ପ. ଲୋ; ପତ୍ନୀ+ବ୍ରତ) — ଆପଣାର ବିବାହିତା ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀ ଅଭିଗମନ ନ କରିବାରୂପ ବ୍ରତ ବା ସଂକଳ୍ପ — The vow of fidelity to one's married wife