ପତିଗତପ୍ରାଣା Patigataprāṇā

  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି) — ପତିଗତପ୍ରାଣର ସ୍ତ୍ରୀଲିଙ୍ଗ — Feminine of Patigata prāṇa
  • ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି) — ସତୀ (ସ୍ତ୍ରୀ); ଯେଉଁ ସ୍ତ୍ରୀର ପ୍ରାଣ ପତିଙ୍କ ପ୍ରାଣ ସଙ୍ଗେ ଆବଦ୍ଧ, ଅର୍ଥାତ୍ ପତିଙ୍କ ପ୍ରାଣ ଗଲେ ଯେ ବଞ୍ଚି ପାରେ ନାହିଁ — (a woman) Whose life is exclusively dedicated to the service of her husband; devoted and chaste (woman)