ପତିଂବରା Patiṁbarā
- ସଂ. ବି. ସ୍ତ୍ରୀ. (ପତିଂ=ପତିଙ୍କୁ+ବର୍ ଧାତୁ=ବରଣ କିରିବା +କର୍ତ୍ତୃ. ଅ; ସ୍ତ୍ରୀ. ଆ) — ସ୍ୱୟଂବରା; ଯେଉଁ ସ୍ତ୍ରୀ ସ୍ୱୟଂ ପତି ନିର୍ବାଚନ କରି ବିବାହ କରନ୍ତି — A woman choosing a partner or husband for herself
- ସଂ. ବି. ସ୍ତ୍ରୀ. (ପତିଂ=ପତିଙ୍କୁ+ବର୍ ଧାତୁ=ବରଣ କିରିବା +କର୍ତ୍ତୃ. ଅ; ସ୍ତ୍ରୀ. ଆ) — କଳାଜୀରା (ହି. ଶ.) — Black cuminseed