ପତି ଦେବତା Pati debatā

  • ସଂ. ବି. (ରୂପକ; ପତିରୂପ ଦେବତା) — ଦେବତାଙ୍କ ପରି ସ୍ତ୍ରୀ ଦ୍ୱାରା ପୂଜିତ ସ୍ୱାମୀ — A husband worshipped as a Deity by the wife
  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ପତି ଅଟନ୍ତି ଦେବତା ଯାହାର) — ପତିପ୍ରାଣା (ଦେଖ) — Patiprāṇā (See)