ପତାକିକ Patākika

  • ସଂ. ବିଣ (ପତାକା+ଇକ) — ଧ୍ୱଜ ଯୁକ୍ତ — Furnished with a flag
  • ସଂ. ବିଣ (ପତାକା+ଇକ) — ଧ୍ୱଜବାହୀ — Carrying a flag