ପତା ଲାଗିବା Patā lāgiba

  • ଦେ. ବି. — ସନ୍ଧାନ ମିଳିବା; ଠିକଣା ମିଳିବା — Trace of one's whereabouts; clue to some matter
  • ଦେ. ବି. — ମାତ୍ର ବାପ ମା ର ଜାତି କୁଳ ଓ ଦେଶର ପତା ନ ଲାଗିବାରୁ ବର ଜୁଟିଲା ନାହିଁ। ଫକୀରମୋହନ, ଗଳ୍ପସ୍ୱଳ୍ପ।