ପତଳା କାନ Pataḻā kāna

  • ଦେ. ବି — ଚୁଗୁଲି ଶୁଣିବା ପ୍ରକୃତି; ଅଯଥା ବିଶ୍ୱାସ କରିବା ଖୋଇ — Credulousness
  • ଦେ. ବି — ଅତି ଚୁପ୍ଚୁପ କଥା ଶୁଣି ପାରିବାର ଶକ୍ତି — The power of hearing very lowly uttered talk