ପତଳା କାନିଆ Pataḻā kāniā

  • ଦେ. ବିଣ. ପୁଂ — ଯେଉଁ ଲୋକ ଚୁଗୁଲି ଶୁଣି ହଠାତ୍ ବିଶ୍ୱାସ କରେ — Credulous
  • ଦେ. ବିଣ. ପୁଂ — ଯେଉଁ ଲୋକ ଅତି ଚୁପ୍ ଚୁପ୍ କଥା ଶୁଣି ପାରେ — Having the power of hearing very low sound