ପତର ସିଇଁବା Patara si-iñbā

  • ଦେ. କ୍ରି — ଶାଳ ଆଦି ଗଛର ପତରମାନଙ୍କୁ ବଡ଼ ଖଲିପତ୍ର କରିବା ସକାଶେ ଖଡ଼ିକାଦ୍ୱାରା ସେଇଁବା — To sew small Sāḻa leaves on their edges to make up larger circular plates for meal