ପତର ଶଉରା Patara ṡaura

  • ଦେ. ବି. ପୁଂ. (ସଂ. ପତ୍ର ଶବର) — ଏକପ୍ରକାର ଜଙ୍ଗଲୀ ଅସଭ୍ୟ ଜାତି; ବନ୍ୟ ଶବରଜାତି — An aboriginal hill-tribe
  • ଦେ. ବି. ପୁଂ. (ସଂ. ପତ୍ର ଶବର) — ବଣ ଦେବତାଙ୍କୁ ପତର ଶଉରୁଣୀ ବୁଝାଏ—ଢଗ।