ପତର ଲଛା Patara lachhā
- ପ୍ରାଦେ. (ଗଡ଼ଜାତ) ବି — ସମ୍ବାଳୁଆ ପରି ଏକପ୍ରକାର ପୋକ — A kind of poisonous caterpillar; geometrid worm
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏମାନେ ଭେଣ୍ଡି ଓ ଜହ୍ନି ପତରରେ ଥାଆନ୍ତି। ତାଙ୍କ ଦେହରେ ରୁମ ନ ଥାଇ କଣ୍ଟା ଥାଏ। ସେହି କଣ୍ଟା ମନୁଷ୍ୟ ଦେହରେ ଲାଗିଲାକ୍ଷଣି ଲାଛିଲା (ପୋଡ଼ା ଲୁହାରେ ଚିଆଁ ଦେଲା) ଭଳି ଜ୍ୱାଳା ଜଣାଯାଏ। ଏମାନେ 2/3 ଆଙ୍ଗୁଳ ଲମ୍ବ ଓ ଏମାନଙ୍କ ଆଗରେ ଓ ପଛରେ ପୁଞ୍ଜାଏ ଲେଖାଏଁ ଟିକିଟିକି ଗୋଡ଼ ଥାଏ। ଏହି ଗୋଡ଼ଦ୍ୱାରା ଏମାନେ ଡେଇଁ ଡେଇଁ ଚାଲନ୍ତି। ] — [ଦ୍ର—ଏମାନେ ଭେଣ୍ଡି ଓ ଜହ୍ନି ପତରରେ ଥାଆନ୍ତି ତାଙ୍କ ଦେହରେ ରୁମ ନ ଥାଇ କଣ୍ଟା ଥାଏ ସେହି କଣ୍ଟା ମନୁଷ୍ୟ ଦେହରେ ଲାଗିଲାକ୍ଷଣି ଲାଛିଲା (ପୋଡ଼ା ଲୁହାରେ ଚିଆଁ ଦେଲା) ଭଳି ଜ୍ୱାଳା ଜଣାଯାଏ ଏମାନେ2/3ଆଙ୍ଗୁଳ ଲମ୍ବ ଓ ଏମାନଙ୍କ ଆଗରେ ଓ ପଛରେ ପୁଞ୍ଜାଏ ଲେଖାଏଁ ଟିକିଟିକି ଗୋଡ଼ ଥାଏ ଏହି ଗୋଡ଼ଦ୍ୱାରା ଏମାନେ ଡେଇଁ ଡେଇଁ ଚାଲନ୍ତି ]