ପତର ପୋଡ଼ା Patara poṟḍ̠ā
- ଦେ. ବି — ଶାଗ ବା ଚୁନା ମାଛ ଆଦିରେ ଲୁଣ, ବେସର, ହଳଦି, ତେଲ ଆଦି ଗୋଳାଇ ପତ୍ରରେ ପୁଡ଼ା ବାନ୍ଧି ନିଆଁରେ ପୋଡ଼ି ପ୍ରସ୍ତୁତ କରାଯିବା ବ୍ୟଞ୍ଜନ — Curry prepared by putting pot-herbs, or small fish etc in a packet wound over with leaves and burnt in charcoal fire