ପତର ପକେଇବା Patara pakeibā

  • ଦେ. କ୍ରି — ଖାଇବା ପାଇଁ କଦଳୀ ଆଦିର ପତ୍ର ତଳେ ବିଛାଇବା — To spread plantain or other leaves on the ground over which meal will be served
  • ଦେ. କ୍ରି — ଅଇଁଠା ପତ୍ରକୁ ଉଠାଇ ନେଇ ବାହାରକୁ ନିକ୍ଷେପ କରିବା — To throw the leaves used as plates during a meal