ପତର କାଟିବା Patara kāṭibā
- ଦେ. କ୍ରି — ଭୋଜନ ପାଇଁ ବ୍ୟବହୃତ ହେବା ନିମନ୍ତେ କଦଳୀ ଗଛରୁ ପତ୍ର ଦାଆ ଆଦିଦ୍ୱାରା କାଟିବା — To cut plantain leaves from the trees for being used as plates during meal
- ଦେ. କ୍ରି — ଲେଖିବା ପାଇଁ ତାଳପତ୍ରର ପାର୍ଶ୍ୱସ୍ଥ ଅଂଶମାନ ଲେଖନଦ୍ୱାରା ସଜାଡ଼ି କରି କାଟିବା — To cut the edges of a palm leaf with the blade of a Lekhana (iron pen) to make it of proper size for writing upon