ପତନି Patani
- ଦେ. ବି. (ସଂ. ପଟ୍ଟନ) — ଲୁଗା — Cloth
- ଦେ. ବି. (ସଂ. ପଟ୍ଟନ) — ସରୁ ଲୁଗା — Fine cloth
- ଦେ. ବି. (ସଂ. ପଟ୍ଟନ) — ପୁଅକୁ ପିନ୍ଧାଏ ପାଟ ପତନି ଝିଅକୁ ପିନ୍ଧାଏ ନେତ। ଧୋଓରେ ବାୟା ଧୋ ଗୀତ।
- ଦେ. ବି. (ସଂ. ପଟ୍ଟନ) — (ସଂ. ପତ୍ନୀ)—ଭାର୍ଯ୍ୟା — Wife
- ଦେ. ବି. (ସଂ. ପଟ୍ଟନ) — (ସଂ. ପତ୍ତନ) ବଙ୍ଗ ଦେଶର ଏକ ପ୍ରକାର ମଧ୍ୟସ୍ୱତ୍ତ୍ୱ ପତ୍ତନି — An under tenure in Bengal
- ଦେ. ବି. (ସଂ. ପଟ୍ଟନ) — [ଦ୍ର—ପତନିର ଅଧୀନ ମଧ୍ୟସ୍ୱତ୍ୱକୁ ଦରପତନୀ ଓ ଦରପତନୀର ଅଧୀନ ମଧ୍ୟସ୍ୱତ୍ୱକୁ ସେ—ପତନୀ ବୋଲାଯାଏ। ]
- ପ୍ରାଦେ. (ପୁରୀ) ବି — (ସଂ. ପତନ) ବେଙ୍ଗଳା ପଡ଼ିବା ପରେ ମେରି ଚାରିପାଖରେ ବିସ୍ତୃତ ହୋଇ ପଡ଼ିଥିବା କୁଟା ବା ପାଳ — Crushed straw lying scattered round the central threshing post