ପତନି ଉଠେଇବା Patani uṭheibā

  • ପ୍ରାଦେ. (ପୁରୀ) କ୍ରି — ବେଙ୍ଗଳା ପଡିବା ଉତ୍ତାରୁ ବଳଦ ଫିଟିଗଲା ପରେ ମେରି ଚାରିପାଖରେ ବିସ୍ତୃତ ହୋଇ ପଡ଼ିଥିବା କୁଟା ଓ ଧାନକୁ ଉଠାଇ ନେବା — To pick up the straw lying scattered round the threshing post after threshing
  • ପ୍ରାଦେ. (ପୁରୀ) କ୍ରି — ଚାଷିର ଯେଉଁ କିଆରିରେ ପ୍ରଥମ ଅନୁକୂଳ ହୋଇ ଅଖିମୁଠ ବୁଣା ଯାଇଥାଏ ଓ ଶୁକ୍ରବାର ଦିନ ଉକ୍ତ କିଆରିରୁ ଧାନ କଟା ଅନୁକୂଳ ହୋଇଥାଏ, ସେ କିଆରିରୁ କଟା ହୋଇ ଆସି ଖଳାରେ ଯେଉଁ ଧାନହଳା ପୃଥକରୂପେ ଗଦାମରା ଯାଇଥାଏ, ଚାଷିର ଅନ୍ୟ ସମସ୍ତ ବିଲର ଧାନ ବେଙ୍ଗଳା ପଡ଼ି ସାରିଲା ପର ଉକ୍ତ ଅନୁକୂଳ ଜମିର ଧାନକୁ ଗଦାରୁ ଭାଙ୍ଗି ବେଙ୍ଗଳା ପକାଇବା, ଅର୍ଥାତ୍ ଚାଷିର ବର୍ଷକର ଧାନ ଅମଳ କାମର ସର୍ବଶେଷ ବେଙ୍ଗଳା ପକାଇ ଧାନକୁ ଅମଳ କରିବା — To thresh and garner the last paddy sheaves of the last season