ପତଦ୍ଗ୍ରହ Patad-graha
- ସଂ. ବି. (ପତତ୍=ପଡ଼ୁଥିବା ଅର୍ଥାତ୍ ମୁଖକ୍ଷରିତ ଜଳଆଦି+ ଗ୍ରହ୍ ଧାତୁ+କର୍ତ୍ତୃ ଅ; ଯାହା ମୁହଁରୁ ପଡ଼ିବା ଥୁକଆଦିକୁ ଗ୍ରହଣ କରେ) — ପିକଦାନୀ — Spittle pot; spittoon
- ସଂ. ବି. (ପତତ୍=ପଡ଼ୁଥିବା ଅର୍ଥାତ୍ ମୁଖକ୍ଷରିତ ଜଳଆଦି+ ଗ୍ରହ୍ ଧାତୁ+କର୍ତ୍ତୃ ଅ; ଯାହା ମୁହଁରୁ ପଡ଼ିବା ଥୁକଆଦିକୁ ଗ୍ରହଣ କରେ) — ଅସମୟରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇ ରଖା ଯାଇଥିବା ସୈନ୍ୟଦଳ — The reserve of an army (Apte)
- ସଂ. ବି. (ପତତ୍=ପଡ଼ୁଥିବା ଅର୍ଥାତ୍ ମୁଖକ୍ଷରିତ ଜଳଆଦି+ ଗ୍ରହ୍ ଧାତୁ+କର୍ତ୍ତୃ ଅ; ଯାହା ମୁହଁରୁ ପଡ଼ିବା ଥୁକଆଦିକୁ ଗ୍ରହଣ କରେ) — ଯେଉଁ କମଣ୍ଡଳୁରେ ସନ୍ନ୍ୟାସୀମାନେ ଭିକ୍ଷାନ୍ନ ଗ୍ରହଣ କରନ୍ତି — The bowl in which ascetics receive their doles