ପଣ Paṇa
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ଅଶି ସଂଖ୍ୟା; କୋଡ଼ିଏ ଗଣ୍ଡା କଉଡ଼ି; କାହାଣର ଏକ ଷୋଡ଼ଶାଂଶ — Eighty of anything; eighty cowries
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ଅଣା; ବିଶ୍ୱା — One anna or biṡwā
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — (+କର୍ମ. ଅ)—ବାଜି — Wager; a stake at play
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ସରେତ୍ — Stipulation; condition
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ସେ କନ୍ୟା ବୋଇଲା ମୋ ପଣୁଟିଏ ଅଛି, ତା ଡାକିଲେ ମୋତେ ପାଇବ ନୃପବତ୍ସି। କୃଷ୍ଣସିଂହ. ମହାଭାରତ. ବନ।
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — କ୍ରୟ ବିକ୍ରୟ ଦ୍ରବ୍ୟ — Merchandise
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ଚୁକ୍ତି — Contract; pact
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ପ୍ରତିଜ୍ଞା — Vow; resolution; resolve
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — କେଭେ ନ ସହିବି ଏ ମୋ ପଣ ଚକ୍ରପାଣି। ରାଧାନାଥ. ବେଣୀସଂହାର ।
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ବାଜି ରଖି ଯେଉଁ ଖେଳ ଖେଳାଯାଏ; ଦ୍ୟୂତ; ଜୁଆଖେଳ — Gambling; a game at hazards
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ଭଡ଼ା — Hire
- ସଂ. ବି. (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ) — ମୂଲ୍ୟ — Price; purchase-money; consi- deration money