ପଣ୍ୟାକ Piṇyāka
- ସଂ. ବି. (ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ଅକ; ନିପାତନ) — ରାଶି ବା ସୋରିଷର ପିଡ଼ିଆ — Oil cake of sessamum or mustard
- ସଂ. ବି. (ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ଅକ; ନିପାତନ) — ପିଡ଼ିଆ — Oil cake
- ସଂ. ବି. (ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ଅକ; ନିପାତନ) — ହେଙ୍ଗୁ — Asafœtida
- ସଂ. ବି. (ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ଅକ; ନିପାତନ) — ସିହ୍ଲକ — Frankincense
- ସଂ. ବି. (ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ଅକ; ନିପାତନ) — ଯାଫ୍ରାନ — Saffron
- ସଂ. ବି. (ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ଅକ; ନିପାତନ) — ଶିଳା ଜତୁ (ହି. ଶ.) — Bitumen; benzoin