ପଣ୍ୟଜୀବ Paṇyajība

  • ସଂ. ବି. ପୁଂ. (ବହୁବ୍ରୀହି; ପଣ୍ୟ+ ଜୀବ୍ ଧାତୁ+ ଅ) — ବ୍ୟବସାୟୀ; ବେପାରୀ — Tradesman
  • ସଂ. ବି. ପୁଂ. (ବହୁବ୍ରୀହି; ପଣ୍ୟ+ ଜୀବ୍ ଧାତୁ+ ଅ) — ସଉଦାଗର; ବଣିକ — Trader; merchant