ପଣ୍ୟ ବୀଥିକା Paṇya bīthikā

  • ସଂ. ବି. ( 6 ଷ୍ଠୀ ତତ୍; ପଣ୍ୟ+ ବୀଥିକା) — ଦୋକାନ — Shop; stall
  • ସଂ. ବି. ( 6 ଷ୍ଠୀ ତତ୍; ପଣ୍ୟ+ ବୀଥିକା) — ହାଟ — Market; fair
  • ସଂ. ବି. ( 6 ଷ୍ଠୀ ତତ୍; ପଣ୍ୟ+ ବୀଥିକା) — ଶ୍ରେଣୀବଦ୍ଧ ଦୋକାନ; ବଜାର — Bazar; a row of shops
  • ସଂ. ବି. ( 6 ଷ୍ଠୀ ତତ୍; ପଣ୍ୟ+ ବୀଥିକା) — ଗୋଦାମ — Godown; warehouse