ପଣ୍ଡ୍କା paṇḍ-kā
- ପ୍ରାଦେ. (ସମ୍ବଲପୁର) ବି. (ସଂ. ପଣ୍ଡୁକ; ପେଣ୍ଡୁକୀ) — କପୋତ; କାପ୍ତା — Dove
- ପ୍ରାଦେ. (ସମ୍ବଲପୁର) ବି. (ସଂ. ପଣ୍ଡୁକ; ପେଣ୍ଡୁକୀ) — [ଦ୍ର—ପଣ୍ଡ୍କା ତିନି ପ୍ରକାରର, ଯଥା— 1 । ଟାମଟୁର୍କୁ— ଧୂସର ବର୍ଣ୍ଣ ଓ ସାନ; କୁରର। 2 । ଛିଦ୍କେଲ୍—କଳାବିନ୍ଦୁଯୁକ୍ତ, ଈଷତ୍ ନାଲି। 3 । ବୁଢ଼େଲ୍—ପାରା ପରି ବଡ଼।] — [ଦ୍ର—ପଣ୍ଡ୍କା ତିନି ପ୍ରକାରର, ଯଥା—1 ଟାମଟୁର୍କୁ— ଧୂସର ବର୍ଣ୍ଣ ଓ ସାନ; କୁରର2 ଛିଦ୍କେଲ୍—କଳାବିନ୍ଦୁଯୁକ୍ତ, ଈଷତ୍ ନାଲି3 ବୁଢ଼େଲ୍—ପାରା ପରି ବଡ଼]