ପଣ୍ଡିତି Paṇḍiti
- ଦେ. ବି. (ସଂ. ପାଣ୍ଡିତ୍ୟ) — ପଣ୍ଡିତ ପଣିଆଁ — The state or quality of being a pandit
- ଦେ. ବି. (ସଂ. ପାଣ୍ଡିତ୍ୟ) — ପଣ୍ଡିତ ଚାକିରି — The post of a retained Pandit
- ଦେ. ବି. (ସଂ. ପାଣ୍ଡିତ୍ୟ) — ଶିକ୍ଷକତା — Teachership
- ଦେ. ବି. (ସଂ. ପାଣ୍ଡିତ୍ୟ) — ପାଣ୍ଡିତ୍ୟ; ବିଦ୍ବତ୍ତା — Learning; the state of being learned
- ଦେ. ବିଣ — ପଣ୍ଡିତ ସୁଲଭ; ପଣ୍ଡିତ ଯୋଗ୍ୟ — Pedantic; becoming a learned man
- ଦେ. ବିଣ — ପଣ୍ଡିତ ସମ୍ବନ୍ଧୀୟ — Pertaining to a Pandit