ପଣ୍ଡିତିଆ କଥା Paṇḍitiā kathā

  • ଦେ. ବି. — ସଂସ୍କୃତ ପଣ୍ଡିତମାନେ ସାଧାରଣତଃ ଲେଖା ଓ କଥାରେ ବ୍ୟବହାର କରିବା ସଂସ୍କୃତ ଶବ୍ଦ— ବହୁଳ ଓ ଆଡ଼ମ୍ବରପୂର୍ଣ୍ଣ ଓଡ଼ିଆ ଭାଷା — High flown Oria language as used by Pandits; affected or pedantic Oriya language
  • ଦେ. ବି. — [ଦ୍ର—ଏହିପରି ପଣ୍ଡିତିଆ ବଙ୍ଗଳା, ପଣ୍ଡିତିଆ ହିନ୍ଦି ଆଦି ଶବ୍ଦ ବ୍ୟବହୃତ ହୁଏ।]