ପଣ୍ଡିତାୟମାନ Paṇḍitāyamāna

  • ସଂ. ବିଣ. ପୁଂ. (ପଣ୍ଡିତ+ ଆଚରଣାର୍ଥେ ଆୟ= ପଣ୍ଡିତାୟ ନାମ ଧାତୁ+ ଶାନ) — ଯେ ପୂର୍ବେ ପଣ୍ଡିତ ନ ଥିଲେ କିନ୍ତୁ ବର୍ତ୍ତମାନ ପଣ୍ଡିତ ପାଲଟି ଅଛନ୍ତି, କିମ୍ବା ପଣ୍ଡିତ ପରି ଆଚରଣ କରୁ ଅଛନ୍ତି; ହଠାତ୍ ପଣ୍ଡିତ (ବ୍ୟକ୍ତି); ଭୂସ୍ ପଣ୍ଡିତ — A person who was not formerly a Pandit but has now turned out to be a Pandit; a person who shows himself off as a Pandit; a person professing himself to be a Pandit or passing himself off as a Pandit; pedagoguic