ପଣ୍ଡିତ ସଭା Paṇḍita sabhā

  • ସଂ. ବି. ( 6 ଷ୍ଠୀ ତତ୍; ପଣ୍ଡିତ+ ସଭା) — ସଂସ୍କୃତଜ୍ଞ ପଣ୍ଡିତମାନଙ୍କ ସମ୍ମିଳନୀ — Pandit- sabha; a gathering or association of learned men
  • ସଂ. ବି. ( 6 ଷ୍ଠୀ ତତ୍; ପଣ୍ଡିତ+ ସଭା) — (ଯଥା—ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭା)
  • ସଂ. ବି. ( 6 ଷ୍ଠୀ ତତ୍; ପଣ୍ଡିତ+ ସଭା) — ଶାସ୍ତ୍ର ଚର୍ଚ୍ଚା, ବ୍ୟବସ୍ଥା ବା ନ୍ୟାୟ ଦର୍ଶନାଦି ଆଲୋଚନା କରିବା ପାଇଁ ରାଜା ଓ ଧନୀମାନଙ୍କ ଦ୍ୱାରା ନିମନ୍ତ୍ରିତ ପଣ୍ଡିତମାନଙ୍କର ସମ୍ମିଳନ — A gathering of Pandits invited by Rajas and rich men for holding learned discussions