ପଣ୍ଡିତ ବିଦାକି Paṇḍita bidāki

  • ଦେ. ବି. — ରାଜା ଓ ବଡ଼ଲୋକମାନଙ୍କ ସଭା ଓ ଉତ୍ସବାଦିକୁ ନିମନ୍ତ୍ରିତ ପଣ୍ଡିତମାନଙ୍କୁ ଦିଆଯିବା ଉପଢୌକନ — Presents given to Pandits invited on special occasions by rich men