ପଣସ ଚକଟା Paṇasa chakaṭā

  • ଦେ. ବି — ପାଚିଲା ପଣସ ଭିତରେ ଥିବା ସୁସ୍ୱାଦୁ ଫୁଟ ଗୁଡ଼ିକ ପାଣି ବା ଦୁଧ ସଙ୍ଗେ ଚକଟି ପ୍ରସ୍ତୁତ କରାଯିବା ତରଳ ଖାଦ୍ୟ — A gruelly food prepared by pressing the juice out of the pulpy capsule of the jack fruit