ପଣସ କୋଷା ମାଳ Paṇasa koshā māḻa

  • ପ୍ରାଦେ. (ଯାଜପୁର) ବି — ଚମ୍ପାଫୁଲର ପାଖୁଡ଼ାମାନଙ୍କୁ ଆଗ ଆଡ଼ୁ ଚିପି ଦେଇ ପଣସ— ଫୁଟ ପରି କରି ତହିଁରେ ଗୁନ୍ଥା ଯାଇଥିବା ଫୁଲମାଳ — A garland made by stringing Champaka flowers the ends of which are pressed to resemble the capsules of a ripe jack fruit