ପଣକାହାଣିଆ Paṇa kāhāṇiā
- ଦେ. ବିଣ — ବିପଦରୁ ରକ୍ଷା ପାଇବା ପାଇଁ ଯେଉଁ ବ୍ୟକ୍ତି ଉଚିତ ସମୟରେ ପଣେ ଖରଚ ନ କରି କଥା ବଳି ପଡ଼ିଲେ କାହାଣେ ଖରଚ କରିବାକୁ ବାଧ୍ୟ ହୁଏ; କୃପଣ (ବ୍ୟକ୍ତି) — Penny-wise pound-foolish (person); close-fisted; one who instead of spending one anna in time spends one rupee when the proper time is over, to save himself from danger
- ଦେ. ବିଣ — (ଲକ୍ଷଣାର୍ଥ) ଅତ୍ୟଧିକ ଆଡ଼ମ୍ବରଯୁକ୍ତ (ଯେ ପଣେ ଖରଚ ହେବା ସ୍ଥାନରେ କାହାଣେ ଖରଚ କରେ) — (figurative) Ostentatious; unduly showy
- ଦେ. ବିଣ — ଯଥା— ତୁମର ଏ ପଣକାହାଣିଆ ବେଭାରକୁ ମୁଁ କି ପାତ୍ର?