ପଣ ଗୋସାଇଁ ବାପ Paṇa gosāiñ bāpa

  • ଦେ. ବି. ପୁଂ — ପିତାମହଙ୍କ ପିତାମହ, ବୃଦ୍ଧ ପ୍ରପିତାମହ — Great great grand-father
  • ଦେ. ବି. ପୁଂ — ପ୍ରପିତାମହ — Great grand-father; father of grand-father
  • ଦେ. ବି. ପୁଂ — ବୋଇଲ ରେ ପିଲେ ନ କର ଆଉ ତପ ଆସିଲି ମୁଁ ତୁମ୍ଭ ପଣ ଗୋସେଇଁ ବାପ। କୃଷ୍ଣସିଂହ. ମହାଭାରତ. ବନ।