ପଠ୍ (ଧାତୁ) Paṭh (root)

  • ସଂ — ପାଠ ପଢ଼ିବା — To read; to study
  • ସଂ — ଉଚ୍ଚୈଃସ୍ୱରରେ ପାଠ କରିବା — To read aloud
  • ସଂ — ଦେବତାଙ୍କୁ ଡାକିବା — To invoke a Deity
  • ସଂ — ଗ୍ରନ୍ଥାଦିରେ ଲିଖିତ ବିଷୟର ଉଲ୍ଲେଖ କରିବା — To cite; to quote; to mention (Apte)
  • ସଂ — ପ୍ରକାଶ କରିବା — To declare; to describe; to express. (Apte)
  • ସଂ — ପଢ଼ାଇବା — To teach (Apte)
  • ସଂ — ଗୁରୁଙ୍କଠାରୁ ଶିକ୍ଷା କରିବା — To learn from a teacher. (Apte)